Link address copy
Mobileରେ link ଦବାଇ Copy link ବାଛନ୍ତୁ; Open କରନ୍ତୁ ନାହିଁ।
Domain ଯାଞ୍ଚ
https:// ପରେ hostname ଦେଖନ୍ତୁ। Bank କିମ୍ବା courier ହେଲେ message link ବଦଳରେ official app ବ୍ୟବହାର କରନ୍ତୁ।
ବାରମ୍ବାର ପଚରାଯାଉଥିବା ପ୍ରଶ୍ନ
HTTPS ଥିଲେ link safe କି?
ନା। HTTPS connectionକୁ encrypt କରେ; website ବିଶ୍ୱସନୀୟ ବୋଲି ପ୍ରମାଣ କରେ ନାହିଁ।
